ମୁଖ୍ୟ ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ନୋଟିସ୍‌

ଭୁବନେଶ୍ୱର: ଭାରତ ଇତିହାସରେ ପୁଣି ଏକ କଳଙ୍କିତ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ନ୍ୟାୟପାଳିକାରେ ଚାଲିଥିବା ଅସନ୍ତୋଷ ପୂର୍ବରୁ ଫୁଟି ବାହାରିଥିବା ବେଳେ ଏଥର ମୁଖ୍ୟ ନ୍ୟାୟାଧୀଶଙ୍କର ବିରୋଧରେ ମିଳିତ ଭାବେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ସମେତ କିଛି ବିରୋଧୀ ଦଳ। ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମହାଭିଯୋଗ ସମ୍ପର୍କିତ ନୋଟିସ୍‌ ଦେଇଛି କଂଗ୍ରେସ। ରାଜ୍ୟସଭା ପରିସରରେ ଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ … Continue reading ମୁଖ୍ୟ ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ନୋଟିସ୍‌